ତେଲେଙ୍ଗାନାରୁ ଗ୍ୟାଙ୍ଗଷ୍ଟର ହାଇଦର ଗିରଫ

କଟକ: କଟକ ବଡ଼ମେଡିକାଲରୁ ଫେରାର ଗ୍ୟାଙ୍ଗଷ୍ଟର ହାଇଦର ଗିରଫ। ଏନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା। ହାଇଦରକୁ ତେଲେଙ୍ଗାନାରୁ ଗିରଫ କରାଯାଇଛି ବୋଲି କମିଶନର କହିଛନ୍ତି।

Read more

ସମାଧାନ କରିବାକୁ ଯାଇ ଦୁଷ୍କର୍ମ, ରେସ୍ତୋରାଁ ମାଲିକ ଗିରଫ

ଭୁବନେଶ୍ୱର : ସ୍ବାମୀ-ସ୍ତ୍ରୀ ସମ୍ପର୍କରେ ତିକ୍ତତା ଆସିଥିଲା। କେମିତି ପୁଅ-ବୋହୂ ଭଲରେ ରୁହନ୍ତୁ, ଚିନ୍ତା କରି ଶ୍ବଶୁର ସମାଧାନ ଚାହିଥିଲେ। ସମାଧାନ କରିବା ପାଇଁ ଶ୍ବଶୁରବୋହୂ ପାଖକୁ

Read more