ଓଡିଶାର ଶିକ୍ଷାନୁଷ୍ଠାନଗୁଡିକୁ ରୁସାରୁ ମିଳିଛି ୩୯୫.୪୨ କୋଟି: ଧର୍ମେନ୍ଦ୍ର

ନୂଆଦିଲ୍ଲୀ। ୦୩/08 (ଏଜେନ୍ସି ) ଓଡିଶାର ଶିକ୍ଷାନୁଷ୍ଠାନଗୁଡିକୁ ରୁସାରୁ ମିଳିଛି ୩୯୫.୪୨ କୋଟି ଟଙ୍କା । କେନ୍ଦ୍ର ଶିକ୍ଷା,ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଂସଦରେ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି । ୩୦ଟି ଜିଲ୍ଲାର ୧୬୧ଟି ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକୁ ଏହି ଅର୍ଥ ଗବେଷଣା ଓ ଭିତ୍ତିଭୂମି ବିକାଶ ବାବଦରେ ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *