ବିରୋଧୀଙ୍କ ବିରୋଧକୁ ମୁକାବିଲା କରିପାରିଲେନି ରାଜ୍ୟସରକାର, ନିର୍ଦ୍ଧାରିତ ସମୟର 30 ଦିନ ପୂର୍ବରୁ ବନ୍ଦ ହେଲା ବିଧାନସଭା

ଭୁବନେଶ୍ୱର : ବିରୋଧୀଙ୍କ ବିରୋଧକୁ ମୁକାବିଲା କରିପାରିଲେନି ରାଜ୍ୟସରକାର । ନିିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ବିଧାନସଭାର ଶୀତକାଳୀନ ଅଧିବେଶନ। ଡିସେମ୍ୱର 30 ତାରିଖ ପର୍ଯ୍ୟନ୍ତ ବିଧାନସଭା ଅଧିବେଶନ ବସିବାକୁ ଥିବାବେଳେ କେବଳ 10 ଦିନ ବିଧାନସଭା ଅଧିବେଶନ ଚାଲିପାରିଥିବା ଜଣାପଡିଛି । 30 ଦିନ ଆଗରୁ ବିଧାନସଭା ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

Leave a Reply

Your email address will not be published. Required fields are marked *