ଶେଷରେ ବନ୍ଧା ହେଲେ କୋଟିପତି ସମଗ୍ର ଶିକ୍ଷା ବିଭାଗର ବୈଷୟିକ ପରାମର୍ଶଦାତା

କେନ୍ଦୁଝର ୧୧/୮(ଶ୍ରୁମି) ଶେଷରେ ବନ୍ଧା ହେଲେ କୋଟିପତି ସମଗ୍ର ଶିକ୍ଷା ବିଭାଗର ବୈଷୟିକ ପରାମର୍ଶଦାତା ।
ଆଙ୍କର -କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଳକ ସମଗ୍ର ଶିକ୍ଷା ବିଭାଗରେ ଟେକନିକାଲ କନସଲଟାଣ୍ଟ ଭାବେ କାର୍ଯ୍ୟରତ କ୍ଷେତ୍ରବାସୀ ମହାନ୍ତ କୁ ଶେଷରେ ଭିଜିଲାନ୍ସ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନା ମଞ୍ଜୁର ହେବାରୁ କୋଟିପତି ଟେକନିକାଲ କନସଲଟାଣ୍ଟ ଙ୍କୁ ଜେଲ ଜିବାକୁ ପଡ଼ିଛି । ଆୟବହିଭୁତ ସମ୍ପତ୍ତି ଠୁଳ ମାମଲାରେ ମଙ୍ଗଳବାର କ୍ଷେତ୍ରବାସୀ ମହାନ୍ତ ଙ୍କର କେନ୍ଦୁଝର ଶ୍ରୀ ବିହାରର ଘର ସମେତ ଯୋଡ଼ା କାର୍ଯ୍ୟାଳୟ, ଯଯପଶିରେ ଥିବା ଭାଇ ଘର, ରଘୁନାଥପୁର ର ପୈତୃକ ବାସଭବନରେ ମିଳିତ ଭାବେ ଭିଜିଲାନ୍ସ ର ୪ ଟି ଟିମ ଚଢ଼ାଉ କରି ୨.୦୪ କୋଟି ଟଙ୍କାର ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ ।
ସେଥିରୁ ୧ କୋଟି ୪୫ ଲକ୍ଷରୁ ଉର୍ଦ୍ଧ ଆୟ ବହିଭୁତ ସମ୍ପତି ମିଳିଥିବା କେନ୍ଦୁଝର ଭିଜିଲାନ୍ସ ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *