ନନ୍ଦିନୀ ମହିଳା ସମିତି ପକ୍ଷରୁ ସଂଗଠନ ପରିଚାଳନା ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର ୨୧/୮ ( ଶ୍ରୁମି) ରାଜ୍ୟର ଅନ୍ୟତମ ପ୍ରତିଷ୍ଠିତ ସାମାଜିକ ସଂଗଠନ ନନ୍ଦିନୀ ମହିଳା ସମିତି ପକ୍ଷରୁ ଏକ ତିନିଦିନିଆ , ସଂଗଠନ ପରିଚାଳନା ପ୍ରଶିକ୍ଷଣ ଶିବିର ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୧୦ ଟି ଜିଲ୍ଲାର ୩୦ ଜଣ ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ।ସ୍ଵେଚ୍ଛାସେବୀ ମାନଙ୍କୁ ସାମାଜିକ ସଂଗଠନ ପରିଚାଳନା ,ସରକାରୀ ଯୋଜନା ସମ୍ବନ୍ଧରେ ସଚେତନତା ସୃଷ୍ଟି ଉଦ୍ୟୋଗି ଭାବ ବୃଦ୍ଧି କରାଇବା ଉପରେ ପ୍ରଶିକ୍ଷିତ କରାଯାଇଥିଲା।ସମାଜରେ ଅବହେଳିତ ବର୍ଗର ମହିଳା ମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରି ସେମାନଙ୍କୁ ସାବଲମ୍ବୀ ଆତ୍ମନିର୍ଭରଶୀଳ କରିବାପାଇଁ ବିଭନ୍ନ ପ୍ରକାର ସାଂଗଠନିକ ସହଯୋଗ ,ସରକାରୀ ସହାୟତା ବ୍ୟବସ୍ଥା ରେ ସାମିଲ କରାଇବାକୁ କୋଶଳ ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର ଅଧ୍ୟକ୍ଷ ସନ୍ତୋଷ କୁମାର ପଣ୍ଡା ଙ୍କ ମାର୍ଗଦର୍ଶନରେ ପ୍ରଶିକ୍ଷଣ ଶିବିରକୁ ପରିଚାଳନା କରିଥିଲେ।ଅନୁଷ୍ଠାନ ର ରାଜ୍ୟ ସଂଗଠକ ଧନଞ୍ଜୟ ଟିକାଦାର

Leave a Reply

Your email address will not be published. Required fields are marked *