ଖଇରପାଲି ଗ୍ରାମରେ ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ

ଆଜି ମଧ୍ୟାହ୍ନ ସମୟରେ ଧନୁପାଲି ଥାନା ଅନ୍ତର୍ଗତ ଖଇରପାଲି ଗ୍ରାମରେ ଘଟିଥିବା ଟ୍ରାକ୍ଟର ଓଲଟି ଡ୍ରାଇଭରଙ୍କ ମୃତ୍ୟ ଘଟିଛି l ମୃତକଙ୍କ ଜଣେ ସମ୍ପର୍କୀୟ ଙ୍କ କହିବା ଅନୁସାରେ ମୃତକ ବ୍ୟକ୍ତିଙ୍କର ନାମ ହେଉଛି ଅଭିମନ୍ୟୁ ସିଂ ଏବଂ ସେ ଜଣେ ଟ୍ରାକ୍ଟର ଡ୍ରାଇଭର ଅଟନ୍ତି ଏବଂ ସେ ହୀରାକୁଦ ଅଞ୍ଚଳ ସିଲିପଥରର ବୋଲି ଜନାପଡିଛନ୍ତି ଏବଂ ଦୁର୍ଘଟଣା ଗସ୍ତ ଟ୍ରାକ୍ଟରଟି ଦଣ୍ଡେଇପାଲି ଗ୍ରାମର କିଶୋର ମହାକୁଡ଼ଙ୍କର ବୋଲି ଜନାପଡ଼ିଛି l

Leave a Reply

Your email address will not be published. Required fields are marked *