ଲଗାଣ ବର୍ଷା ପାଇଁ ଅନୁଗୁଳ ଏବଂ ତାଳଚେର ମଧ୍ୟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ

ଅନୁଗୁଳ ଏବଂ ତାଳଚେର ମଧ୍ୟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି ।  ଲଗାଣ ବର୍ଷା ପାଇଁ ଏ ପରି ସ୍ଥିତି ହୋଇଛି । ରେଳ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।୧୨ ଟ୍ରେନ୍ ବାତିଲ, ୮ଟି ଟ୍ରେନର ଗତିପଥ ବଦଳାଇ ଦିଆ ଯାଇଛି । ଅନିର୍ଦ୍ଦିଷ୍ଟ କାଳ ପାଇଁ ଉକ୍ତ ରୁଟ୍‌ରେ ଟ୍ରେନ୍ ସେବା ବନ୍ଦ ରହିଛି ।

Leave a Reply

Your email address will not be published. Required fields are marked *